(ଆନ୍ଧ୍ରପ୍ରଦେଶ) : ଦକ୍ଷତା ବିକାଶ ଦୁର୍ନୀତି ରେ 250 କୋଟି ଟଙ୍କା । ଘଟଣା ୨୫୦ କୋଟିରେ ଦୁର୍ନୀତି ମାମଲା । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଚି ସଭାପତି ଏନ.ଚନ୍ଦ୍ରବାବୁ ନାଇଡୁ ଗିରଫ । ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ , ପ୍ରଥମେ ତାଙ୍କୁ ଏୟାରସିଫ୍ଟ କରି ନନ୍ଧାଲ ଡାକ୍ତରଖାନା ନିଆଯାଇଥିଲା । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।