ଅପରାଧଓଡିଶା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହେଯାଗୀ ଗିରଫ |

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହେଯାଗୀ ଗିରଫ | ଅର୍ଚ୍ଚନାଙ୍କ ସହେଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ଇଡି | ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଅଭିଯୋଗରେ ବାନ୍ଧିଲା ଇଡି । ୨୦ଘଣ୍ଟାର ମାରାଥନ ଜେଲା ପରେ ଖଗେଶ୍ୱର ଗିରଫ ହୋଇଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଆର୍ଥିକ କାରବାରର ଲିଙ୍କ ଥିବା ଜଣାପଡିଛି । ଏକାଧିକ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ହୋଇଛି । ୨୦୧୭ରୁ ଲକ୍ଷାଧ୍ଚଳ ଟଙ୍କାର ଟ୍ରାଞ୍ଜାକସନ ପ୍ରମାଣ ଇଡି ହାତରେ ଲାଗିଛି | । କେବଳ ସେତିକି ନୁହେଁ ଖଗେଶ୍ୱର ପାଖରୁ ଅନେକ ଦସ୍ତାବିଜ ଜବତ ହୋଇଛି । ତା ମୋବାଇଲରୁ ଅନ୍ୟ ତଥ୍ୟ ମିଳିଛି । ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ଇଡି | କାଲି ଖଗେଶ୍ୱରଙ୍କ ଘର ଓ ସୋ ରୁମରେ ଚଢାଉ କରିଥିଲା ଇଡି |

Related posts

ଅଗ୍ନିକାଣ୍ଡରେ ୨୦ ବଖରା ଭସ୍ମିଭୂତ

mahabharatanews

ଛେଳି କ୍ଷୀର ନମୁନାରୁ ବାହାରିଛି କରୋନା ପଜିଟିଭ

mahabharatanews

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ 

mahabharatanews

Leave a Comment