ଭାରତ

ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ 

(ଦିଲ୍ଲୀ) : ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ ହୋଇଛି । ପରେଡ ରିହର୍ସଲରେ ୫୦ରୁ ଅଧିକ କଣ୍ଟିଜେଣ୍ଟ ସାମିଲ ହୋଇଛନ୍ତି । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପୋଲିସ ବ୍ୟାଣ୍ଡ୍ ପରେଡରେ ଭାଗ ନେଇଛନ୍ତି । ଜାନୁଆରୀ ୨୬ରେ ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିବାକୁ ଯାଉଛି । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ସୂଚନାନୁଯାୟୀ , ଗାନ୍ଧି ମାର୍ଗରେ ଫୁଲ ଡ୍ରେସ୍ ରିହର୍ସେଲ ହୋଇଛି । ଏଥର ଆଇପିଏସ୍ ଅଫିସର ଏ ବି ଶିଳ୍ପା ପରେଡର ନେତୃତ୍ବ ନେଇଛନ୍ତି । ଏଥର ପରେଡରେ ୬୪ କଣ୍ଟିଜେଣ୍ଟ ଭାଗନେବେ । ଆଇଟିବିପି , ସିଆରପିଏଫ୍, ବିଏସଏଫ୍ , ଫାୟାର୍ , ଓଡ୍ରାଫ୍ , ଓଡିଶା ହୋମଗାର୍ଡ , ସୈନିକ ସ୍କୁଲ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗନେବେ। ତାସହ ୪ଟି ସାଂସ୍କୃତିକ ଦଳ ଏହି ରିହର୍ସେଲରେ ସାମିଲ ହୋଇଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ।

Related posts

ଅଷ୍ଟ୍ରେଲିଆରେ ପ୍ରଧାନମନ୍ତ୍ରୀ,ଭାରତୀୟ ସମ୍ପ୍ରଦାୟର ଲୋକମାନେ କଲେ ସ୍ୱାଗତ

mahabharatanews

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews

ଡେବ୍ୟୁରେ ଟାଇଟଲ ହାତେଇଲା ଗୁଜୁରାଟ ଟାଇଟନ୍ସ,

mahabharatanews