ଓଡିଶା

ହ୍ରାସ ପାଇଲା ସୁନା ଦର ଦାମ୍

(ଭୁବନେଶ୍ୱର) : ବିବାହ ଋତୁ ପାଖେଇ ଆସୁଥିବାରୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର ଦାମ୍ ।  ଯାହାକୁ ନେଇବେଶ ଚିନ୍ତାରେ ଗ୍ରାହକ ।  ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।  ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫,୭୦୦ ଟଙ୍କା ରହିଛି ।

ସେପଟେ କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୫,୫୭୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୪,୫୬୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୭୭.୬୦ ଟଙ୍କା ରହିଛି।

Related posts

ଟେଟ୍ରା ପ୍ୟାକରେ ମିଳିବ 180 ml ମଦ

mahabharatanews

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତୀୟ ଭାଷା ଦିବସ ପାଳନ

mahabharatanews

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

mahabharatanews