ଓଡିଶା

ଗୋଟିଏ ଫୋଟୋରେ ଦୁଇ ପ୍ରଜାତିର ବାଘ

(ଶିମିଳିପାଳ) : ଓଡ଼ିଶା ଜଙ୍ଗଲରୁ ଦୁଇଟି ଭିନ୍ନ ଭିନ୍ନ  ଦୃଶ୍ୟ ଆଜି ସାମ୍ନାକୁ ଆସିଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ପ୍ରଜାତିର ବାଘ କାନ୍ଧକୁ କାନ୍ଧ ମିଶାଇ ଚାଲିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ , ଗୋଟିଏ ସମୟ ଥିଲା ଓଡ଼ିଶାରେ ଘଡ଼ିଆଳ ଲୋପ ପାଇଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ଆଜି ସକାଳ ସମୟରେ ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ ଜନ୍ମ ଗ୍ରହଣ କରିଛନ୍ତି। ୪ ଦଶନ୍ଧି ପରେ କ୍ରମାଗତ ୪ର୍ଥ ଥର ପାଇଁ ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ଘଡ଼ିଆଳ ପ୍ରଜନନ କରିଛନ୍ତି। ପିସିସିଏଫ୍‌ଙ୍କ ଏଭଳି ସୂଚନା ପରେ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିବା ଘଡ଼ିଆଳର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି।

Related posts

ଗାଡି ଧକ୍କାରେ ପର୍ଯ୍ୟଟକ ଗୁରୁତର

mahabharatanews

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews