ଓଡିଶା

ଆସୁରକ୍ଷିତ ସରକାରୀ ବାବୁ, ବଢୁଛି ଆକ୍ରମଣ

ରାଜ୍ୟରେ ସୁରକ୍ଷିତ ନାହାନ୍ତି ସରକାରୀ ବାବୁ । ରାଜ୍ୟରେ ୧୨୮୬ଟି ଏପରି ମାମଲା ରହିଛି ଯେଉଁଠି ସରକାରୀ ବାବୁ ଆକ୍ରମଣର ଶିକାର ହୋଇଛନ୍ତି । ସେଥିରୁ ୧୦୮୩ ଜଣଙ୍କୁ ଗିରଫ କରାଯାଇଛି । ସବୁଠୁ ବାଲେଶ୍ୱର ଜିଲ୍ଲାରେ ଅସୁରକ୍ଷିତ ଅଛନ୍ତି ସରକାରୀ ବାବୁ । ୧୫୭ ଜଣ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା ବାଲେଶ୍ୱରରେ ହିଁ ପଞ୍ଜିକୃତ ହୋଇଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Related posts

ଟ୍ରେନ୍ ଧକ୍କାରେ ୧୨ରୁ ଉର୍ଦ୍ଧ୍ୱ ମୃତ, ୨ ଗୁରୁତର

mahabharatanews

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

mahabharatanews

କରୋନାରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews