ଭାରତ

ଆଲାଏନ୍ସ ଏୟାରକୁ ସରକାର ଦେବେ ୩୦୦ କୋଟି ପାଣ୍ଠି

(ଦିଲ୍ଲୀ) :  ଆଲାଏନ୍ସ ଏୟାରକୁ ବଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ବିକ୍ରି ହୋଇଯିବା ପରେ ଏହାର ସହାୟକ ସଂସ୍ଥା ଆଲାଏନ୍ସ ଏୟାରକୁ ବଞ୍ଚାଇବାକୁ  ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଆଲାଏନ୍ସ ଏୟାରକୁ ସରକାର ୩୦୦ କୋଟି ଟଙ୍କାର ପାଣ୍ଠି ଦେବେ। ୨୦୨୧-୨୨ରେ କଂପାନି ୪୪୭.୭୬ କୋଟି ଟଙ୍କାର କ୍ଷତି ସହିଥିଲା।

ସୂଚନାନୁଯାୟୀ , ଆଲାଏନ୍ସ ଏୟାର ଦୈନିକ ୧୩୦ ଉଡ଼ାଣ କରୁଛି ।  ଏୟାର ଇଣ୍ଡିଆକୁ ୧୮ ହଜାର ଟଙ୍କାରେ ଟାଟା ଗ୍ରୁପ୍‌କୁ ବିକ୍ରି କରିବା ପରେ ଆଲାଏନ୍ସ ଏୟାର ଓ ଅନ୍ୟାନ୍ୟ ସମ୍ପତ୍ତିର ଦେଖାଶୁଣା କରିବା ଲାଗି ଏଆଇ ଆସେଟ୍‌ସ ହୋଲ୍‌ଡିଂ ଲିମିଟେଡ୍‌ ନାମକ ସଂସ୍ଥା ଗଠନ କରାଯାଇଥିଲା।

 

 

Related posts

ରାହୁଲଙ୍କୁ ରାଜକୁମାର କହିଲେ ମୋଦୀ

mahabharatanews

ପେଗାସସ୍ ମାମଲାରେ ଗଠନ ହେବ ବିଶେଷଜ୍ଞ କମିଟି

mahabharatanews

୨୪ ଘଣ୍ଟାରେ ଦେଶରୁ ୩,୬୧୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews