ଓଡିଶା

ହାଇଦର ଏନକାଉଣ୍ଟର: ଜବାବ ତଲବ କଲା ଓଏଚଆରସି

ଭୁବନେଶ୍ୱର: ହାଇଦର ଏନକାଉଣ୍ଟର ମାମଲାରେ ଓଏଚଆରସିଙ୍କ ନୋଟିସ । ଏକାଧିକ ପକ୍ଷଙ୍କୁ ନୋଟିସ । ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମନବାଧିକାର । ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ନେଇ ମାମଲ।। ରୁଜୁ କରିଛନ୍ତି ମନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ । ଗୃହବିଭାଗ ଏସସିଏ, ପୁଲିସ ଡିଜି, ଜେଲ ଡିଜି ତଥା ଟ୍ୱିନସିଟି କମିଶନରେଟ ପୁଲିସଙ୍କୁ ନୋଟିସ କରାଯାଇଛି ।
ପୁଲିସ ଗୁଳିରେ ହାଇଦର ମୃତ୍ୟୁ ମାମଲାରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ଓଡିଶା ମାନବାଧିକାର କମିଶନ ଆଜି ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ଗୃହବିଭାଗ ଏସସିଏ, ପୁଲିସ ଡିଜି, ଜେଲ ଡିଜି ତଥା ଟ୍ୱିନସିଟି କମିଶନରେଟ ପୁଲିସଙ୍କୁ ଜବାବ ତଲବ କରିଛନ୍ତି ।

Related posts

କ୍ୟନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews

୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ 

mahabharatanews

ଆଗାମୀ ୨ରୁ ୩ ଦିନ ପାଗ ଶୁଖିଲା ରହିବା ସହ ବଢିବ ତାପମାତ୍ରା

mahabharatanews