ମନୋରଞ୍ଜନ

ଘରକୁ ଫେରିଲେ ଶ୍ରେୟସ 

(ମୁମ୍ବାଇ) : ନିକଟରେ ଫିଲ୍ମ ‘ୱେଲ୍ କମଟୁ ଜଙ୍ଗଲ’ ସୁଟିଂ ସମୟରେ ଶ୍ରେୟସ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଶ୍ରେୟସଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ବଲିଉଡ ଅଭିନେତା ଶ୍ରେୟସ ସରଳ ସ୍ବଭାବ ପାଇଁ ବେଶ ପରିଚିତ ।

ଦୀପ୍ତି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖି କହିଛନ୍ତି, ‘ମୋର ଜୀବନ, ଶ୍ରେୟସ, ଘରକୁ ଆସିଯାଇଛନ୍ତି… ସେଫ ଆଣ୍ଡ ସାଉଣ୍ଡ। ଅଭିନେତାଙ୍କ ସ୍ତ୍ରୀ ଦୀପ୍ତି ତଲପଡେ ସ୍ବାମୀ ହସ୍ପିଟାଲରୁ ସୁସ୍ଥ ହୋଇ ଆସିବାପରେ ଡାକ୍ତର, ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ସହିତ ଅଭିନେତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯେଉଁମାନେ କି ଶ୍ରେୟସଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ।

Related posts

ସିଙ୍ଘମରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି

mahabharatanews

 ‘Ae Watan Mere Watan’ର ଟ୍ରେଲର ରିଲିଜ୍

mahabharatanews

ମା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା 

mahabharatanews