Uncategorized

ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ,୧୦୮୯ ମୃତ

(ନୂଆଦିଲ୍ଲୀ): ଦେଶରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ ରେ ପହଞ୍ଚିଛି ଏବଂ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ଆକ୍ଟିଭ୍ କେସ୍ ୮,୪୬,୩୯୫ ରହିଥିବା ବେଳେ ୩୧,୦୭, ୨୨୩ ଆରୋଗ୍ୟ ଲାଭ କରିଛନ୍ତି ।

Related posts

ଝାଡଖଣ୍ଡର ପଶ୍ଚିମ ସିଂହଭୂମିରେ ଆଇଇଡି ବିସ୍ଫୋରଣ: ୨ ଯବାନ ସହିଦ

mahabharatanews

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews

ସଂସ୍କୃତି ମନ୍ତ୍ରାଳୟ ପାଇଁ ୩,୧୫୦କୋଟି ବ୍ୟୟ ବରାଦ

mahabharatanews