ଭାରତ

ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

(ରାଜସ୍ଥାନ) : ରାଜସ୍ଥାନ ଜୈସଲମେରରେ ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ଜୈସେଲମେରର ଜବାହାର ନଗରରେ ଘଟିଛି ଏଭଳି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ପାଇଲଟ କିନ୍ତୁ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହେଇଛନ୍ତି । ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି ।

ସୂଚନାନୁଯାୟୀ , ଦୁର୍ଘଟଣାଗ୍ରସ୍ତ ହେଇଥିବା ଭାରତୀୟ ସେନାର ଏହି ଏୟାରକ୍ରାଫ୍ଟ ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ତେଜସ୍ ଥିଲା । ଦୁର୍ଘଟଣା ସମୟରେ ଏହା ଅପରେସନାଲ ଟ୍ରେନିଂରେ ରହିଥିଲା ।  ଦୁର୍ଘଟଣା ପରେ ଏହି ମାମଲାର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାଣନ୍ତୁ କାରଣ. ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଭୟ ପାଇଲଟ୍ ଯୁଦ୍ଧ ବିମାନରୁ ବାହାର କରିଯାଉଥିଲେ।

Related posts

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି

mahabharatanews

ଦିଲ୍ଲୀରେ ଝଲସୁଛି ଓଡିଶା ନୌବାଣିଜ୍ୟ ପରମ୍ପରା

mahabharatanews

ଆଖି ପିଛୁଳାକେ ଟାର୍ଗେଟକୁ ଧ୍ବଂସ କରିବ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର

mahabharatanews