ଓଡିଶାଭାରତ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ ।ଏହି ଦିବସ ଅବସରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାରୀଶକ୍ତି ଓ ସେମାନଙ୍କ ସଫଳତାକୁ ସଲାମ୍ ଜଣାଇବା ସହ ଦେଶର ବାକାଶ ଯାତ୍ରାରେ ନାରୀ ଶକ୍ତିକୁ ଆଗରେ ରଖିବା ପାଇଁ ଅନେକ ଚେଷ୍ଟା କରାଯାଇଥିବା କହିଛନ୍ତି ମୋଦି ।

ସେହିପରି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି ମୁଖ୍ୟମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସେ ପ୍ରଶଂସା କରିବା ସହ ମହିଳାଙ୍କ ନେତୃତ୍ୱକୁ ସମ୍ମାନ ଦେବା ପାଇଁ ଆହ୍ୱାନ କରିଛନ୍ତି ।

Related posts

ବିଜୟଚନ୍ଦ୍ରପୁର ଯୁବକ ସଂଘର ଶିଳାନ୍ୟାସ

mahabharatanews

ଝଡ଼ବର୍ଷା : ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ଖବର ପ୍ରସାରଣ ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ

mahabharatanews