ଭାରତ

ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇପାରିବେ କହିଲା ଇସ୍କନ

ଭୁବନେଶ୍ୱର : ଇସ୍କନ ଧରାଇଲା ଦିଦଙ୍କ ମିଛ ।   ଦିଘା ଜଗନ୍ନାଥ ଧାମ ବିବାଦକୁ ନେଇ ଇସ୍କନ ପକ୍ଷରୁ ବଡ଼ ବୟାନ । ସତ ଖୋଲିଲେ ଇସ୍କନ କମ୍ୟୁନକେସନ ନିର୍ଦ୍ଦେଶକ।  ଇସ୍କନ ମିଶିବା ପୂର୍ବରୁ ଗଢ଼ା ହୋଇଥିଲା ଜଗନ୍ନାଥ ଧାମ ଟ୍ରଷ୍ଟ।  2 ରୁ 3 ବର୍ଷ ପୂର୍ବରୁ ପଶ୍ଚିମ ବଙ୍ଗରେ ଟ୍ରଷ୍ଟ ତିଆରି ହୋଇଥିଲା।  ଧାମ ନାମ ପରିବର୍ତ୍ତନ ନେଇ ନାହିଁ ଇସ୍କନର ଭୂମିକା।  ଗଜପତି ଲେଖିଥିବା ଚିଠିର ଉତ୍ତର ଗଜପତିଙ୍କୁ ଇସ୍କନ ପକ୍ଷରୁ ଦିଆଯାଇଛି।  ସେଥିରେ ସ୍ପଷ୍ଟ କରାଯାଇଛି ଇସ୍କନ ସେଠାରେ କେବଳ ସେବା ଏବଂ ପୂଜା କାମ କରୁଛି।  କିନ୍ତୁ ଟ୍ରଷ୍ଟ ବହୁ ପୂର୍ବରୁ ତିଆରି ହୋଇ ସାରିଥିଲା। ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇପାରିବେ।

Related posts

୧୦ରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

mahabharatanews

ସଂସଦ ଭବନରେ ଗଦର-୨ ସ୍କ୍ରିନିଂ 

mahabharatanews

ଜନ୍ମ ନେଲେ ୩ କୁନି ଚିତା

mahabharatanews