ଭାରତ

ସଂସଦ ଭବନରେ ଗଦର-୨ ସ୍କ୍ରିନିଂ 

(ଦିଲ୍ଲୀ)  : ନୂଆ ସଂସଦ ସାଂସଦ ଦେଖିବେ ସନି ଦେୱଲଙ୍କ ଅଭିନୀତ ଗଦର ୨ । ଅଗଷ୍ଟ ୨୫ରୁ ସଂସଦର ନୂଆ ଭବନରେ ତିନି ଦିନ ପର୍ଯ୍ୟନ୍ତ ଗଦର ୨ର ସ୍କ୍ରିନିଂ କରାଯିବ । ଚଳିତ ବର୍ଷ ବଲିଉଡରେ ରିଲିଜ ହୋଇଥିବା ସିନେମା ମଧ୍ୟରୁ ଏହା ଦ୍ୱିତୀୟ ସିନେମା ଜିଏ କି ୪୦୦ କୋଟି ଟଙ୍କା କଲେକସନ କରିବାରେ ସଫଳ ହୋଇଛି । ସିନେମାର କାହାଣୀ ସହ ସିନେମାର ଡାଇଲଗ ଓ ଗୀତ ସହ ସନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପ୍ରଶଂସା କରୁଛନ୍ତି ।

ସୂଚନାନୁଯାୟୀ , ଏହି ସ୍କ୍ରିନିଂ ଆଜିଠୁ ଆରମ୍ଭ ହୋଇ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଯାହାକୁ ୫୪୩ ଜଣ ସାଂସଦ ଦେଖିବେ । ଫିଲ୍ମ ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏନେଇ ସୂଚନା ଦେଇଛନ୍ତି । ଆଜିଠୁ ତିନି ଦିନ ସକାଳ ୧୧ଟାରେ ସ୍କ୍ରିନିଂ କରାଯିବ ।

Related posts

ପୁଣି ୫୦ଟଙ୍କା ବଢିଲା ଗ୍ୟାସଦର

mahabharatanews

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews

୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

mahabharatanews