ଭାରତ

ସେପ୍ଟେମ୍ବର ୨ରେ ଲଞ୍ଚ ହେବ ‘ଆଦିତ୍ୟ ଏଲ-୧’

(ଦିଲ୍ଲୀ) : ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବ ଭାରତ । ଭାରତ ପୁଣି ରଚିବ ନୂଆ ଇତିହାସ । ଚନ୍ଦ୍ରଯାନ ୩ ସଫଳତାର ପରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ନଜର ସୌର ମିସନ ଉପରେ ଲାଗିପଡ଼ିଛି ।

ସୂଚନାନୁଯାୟୀ,  ସେପ୍ଟେମ୍ବର ୨ରେ ଭାରତ ଆରମ୍ଭ କରିବ ତାର ସୂର୍ଯ୍ୟ ମିଶନ ।ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ସେପ୍ଟେମ୍ବର ୨ ତାରିଖ ଦିନ ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

Related posts

୨୪ ଘଣ୍ଟାରେ ୧,୫୮୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଯୁଦ୍ଧ ପ୍ରଭାବରେ ବିଭିନ୍ନ ରାଜ୍ୟକୁ ଘାରିଛି ଚିନ୍ତା । ସରକାର ନେଲେ ନିଷ୍ପତ୍ତି ପୁଣି ମିଳିବ କିରୋସିନି ।

mahabharatanews

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ ପକ୍ଷରୁ ଜେଇଇ ମେନ ପରୀକ୍ଷା ରେଜଲ୍ଟ ଜାରି

mahabharatanews