ମନୋରଞ୍ଜନ

୭୦କୋଟିର ଘର କିଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍

(ମୁମ୍ବାଇ) : ୭୦କୋଟିର ଘର କିଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍। ଜନ୍ ମୁମ୍ବାଇରେ ଏକ ବଙ୍ଗଳା କିଣିଛନ୍ତି, ଯାହାର ମୂଲ୍ୟ ରହିଛି ୭୦.୮୩କୋଟି। ୭,୭୨୨ ସ୍କୋୟାର ଫିଟ୍ ଜାଗାରେ ଥିବା ୫,୪୧୬ ସ୍କୋୟାର ଫିଟର ବଙ୍ଗଳା କିଣିଛନ୍ତି ଜନ୍।

ସୂଚନାନୁଯାୟୀ, ଯେତେବେଳେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ରୋଗୀଣା ଭଳି ଦିଶୁଥିବାରୁ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଯାଇଥିଲେ। ଅଧିକ ବ୍ୟାୟାମ ଓ କୌଣସି ଔଷଧ ନେଉଥିବାରୁ ଏଭଳି ହୋଇଥିବା ଭାବିଥିଲେ ଲୋକେ। ହେଲେ ପରେ ଅଭିନେତା ସମ୍ପୂର୍ଣ୍ଣ ଫିଟ୍ ଥିବା ଜଣାପଡ଼ିଥିଲା।  ୨୦୨୩ବର୍ଷକୁ ଦେଖିବାକୁ ଗଲେ ଜନଙ୍କ ପାଇଁ ଏବର୍ଷ ବହୁତ ଭଲ ରହିଥିଲା। ‘

Related posts

ଆସନ୍ତାକାଲି ରିଲିଜ ହେବ ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

ନିଜର ୧କୋଟି ଟଙ୍କାକୁ ଦାନ କରି ଚର୍ଚ୍ଚାରେ  ମହେଶ ବାବୁଙ୍କ ଝିଅ

mahabharatanews

୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

mahabharatanews