ଓଡିଶା

ପରଲୋକରେ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର 

(ଭୁବନେଶ୍ୱର) : ପରଲୋକରେ ଦେଶ ବାହାରେ ବି ରହିବାର ସବୁ ସୁବିଧାକୁ ତୁଚ୍ଛ କରି କଟକ ମାଟିକୁ ଛାଡି ନଥିବା ଜୟନ୍ତ ।  ୯୫ ବର୍ଷରେ ଅନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।  କେବଳ ରାଜ୍ୟରେ ନୁହେଁ ଦେଶ ନୁହେଁ ବିଶ୍ବର ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ସୂଚନାନୁଯାୟୀ , ପ୍ରଫେସର ପ୍ରସାଦଙ୍କ ପରାମର୍ଶରେ ‌ଜୟନ୍ତ ପ୍ରଜାତନ୍ତ୍ରରୁ ଇସ୍ତଫା ଦେଇ ପଦାର୍ଥ ବିଜ୍ଞାନ ଡେ‌ମନ୍‌ଷ୍ଟ୍ରେଟର ଭାବେ ମାସିକ ୧୨୫ଟଙ୍କାରେ ଚାକିରି କରିଥିଲେ। ପରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ ‌ସେ ରେଭେନ୍‌ସା, ବିଜେବି, ଏଫ୍‌ଏମ୍ କଲେଜରେ କାର୍ଯ୍ୟ କରିଥିଲେ।

 

Related posts

ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

mahabharatanews

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ

mahabharatanews