ଓଡିଶା

ପରଲୋକରେ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର 

(ଭୁବନେଶ୍ୱର) : ପରଲୋକରେ ଦେଶ ବାହାରେ ବି ରହିବାର ସବୁ ସୁବିଧାକୁ ତୁଚ୍ଛ କରି କଟକ ମାଟିକୁ ଛାଡି ନଥିବା ଜୟନ୍ତ ।  ୯୫ ବର୍ଷରେ ଅନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।  କେବଳ ରାଜ୍ୟରେ ନୁହେଁ ଦେଶ ନୁହେଁ ବିଶ୍ବର ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ସୂଚନାନୁଯାୟୀ , ପ୍ରଫେସର ପ୍ରସାଦଙ୍କ ପରାମର୍ଶରେ ‌ଜୟନ୍ତ ପ୍ରଜାତନ୍ତ୍ରରୁ ଇସ୍ତଫା ଦେଇ ପଦାର୍ଥ ବିଜ୍ଞାନ ଡେ‌ମନ୍‌ଷ୍ଟ୍ରେଟର ଭାବେ ମାସିକ ୧୨୫ଟଙ୍କାରେ ଚାକିରି କରିଥିଲେ। ପରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ ‌ସେ ରେଭେନ୍‌ସା, ବିଜେବି, ଏଫ୍‌ଏମ୍ କଲେଜରେ କାର୍ଯ୍ୟ କରିଥିଲେ।

 

Related posts

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews

ପୁଣି ଫେରିଲା ତାତି

mahabharatanews

ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews