ଓଡିଶା

ପୁଣି ବୃଦ୍ଧି ପାଇଲା ସୁନାର ଦାମ

(ଭୁବନେଶ୍ୱର) :  ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି ସୁନାର ଦାମ ।  ଆଜି ରାଜଧାନୀରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୫୦ ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୬,୭୦୦ ଟଙ୍କା ରହିଛି ।

ସେହିପରି କଟକରେ ମଧ୍ୟ ସମାନ ଭାବେ ଦରରେ ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୫,୬୭୦ ଟଙ୍କା ରହିଛି ।ସେପଟେ ଯଦି ଆପଣ ସୁନାର ଶୁଦ୍ଧତା ଦେଖି କିଣନ୍ତୁ । ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ,ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

Related posts

ରାଜ୍ୟରେ ଲାଗି ରହିବ ବର୍ଷା

mahabharatanews

ଯୋଜନା ହୋଇଥିବା ଡକାୟତିକୁ ପଣ୍ଡ କଲା ଜଟଣୀ ପୋଲିସ୍

mahabharatanews

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅବହେଳା

mahabharatanews