ଓଡିଶା

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କର କାର୍ତ୍ତିକ ନୀତି

(ପୁରୀ) : ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କର କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ପର୍ଯ୍ୟନ୍ତ ମହପ୍ରଭୁଙ୍କ କାର୍ତ୍ତିତ ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ସୂଚନାନୁଯାୟୀ , ଆଜି ସକାଳୁ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇ ଅନ୍ୟାନ୍ୟ ନୀତି ଜାରି ରହିଛି । ଅବକାଶ ନୀତି ସରିବା ପରେ ମହପ୍ରଭୁଙ୍କର ରାଧାଦାମୋଦର ବେଶ ଅମୁଷ୍ଠିତ ହେବ । ଅନ୍ୟପକ୍ଷରେ ଆଜି ମହାପ୍ରଭୁଙ୍କ ଏହି ବେଶରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ସମ୍ଭାବନା ରହିଛି । ଶ୍ରୀମନ୍ଦିରରେ ଦ୍ୱାରଫିଟା, ମଙ୍ଗଳାଆରତୀ, ମଇଲମ, ଅବତାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ, ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥାଏ ।

Related posts

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ବଡ଼ ଅଫିସର 

mahabharatanews

ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ନାରାୟଣ କଲୋନୀ କୁଷ୍ଠାଶ୍ରମରେ ଜିଲ୍ଲା ରେଡକ୍ରସ ତରଫରୁ ପନିପରିବା ବଣ୍ଟନ

mahabharatanews