ଓଡିଶା

ଆଜି ୨୪ଘଣ୍ଟିଆ କେନ୍ଦୁଝର ବନ୍ଦ 

(କେନ୍ଦୁଝର) : ଆଜି (ସୋମବାର) କେନ୍ଦୁଝର ବନ୍ଦ । ଅଖ, ଚକ ବନ୍ଦ କରିଛି ଟ୍ରକ୍ ମାଲିକ ସଂଘ । ଜିଲ୍ଲାରେ ସମସ୍ତ ଦୋକାନ,ବଜାର ସ୍କୁଲ୍, କଲେଜ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ବନ୍ଦ ରହିଛି । ଆଜି ୨୪ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି ଟ୍ରକ୍ ମାଲିକ ସଂଘ ।

ସୂଚନାନୁଯାୟୀ , ଆସନ୍ତା ୪ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକାରି ପ୍ରତିବାଦ କରୁଛି ଟ୍ରକ୍ ମାଲିକ ସଂଘ । ଏହି ବନ୍ଦକୁ ସମର୍ଥ ଦେଇଛି ୧୫ଟି ସଙ୍ଗଠନ । ଏହି ରେଳ ପ୍ରକଳ୍ପ ହେଲେ, ଜିଲ୍ଲାର ଟ୍ରକ୍ ମାଲିକଙ୍କ ସହିତ ଟ୍ରକ୍ ବ୍ୟବସାୟରେ ସମ୍ପୃକ୍ତ ୩ଲକ୍ଷ ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛି କେନ୍ଦୁଝର ଟ୍ରକ୍ ମାଲିକ ସଂଘ । ଏଥିପାଇଁ ସମଗ୍ର ଜିଲ୍ଲାରେ ଗାଡି ଚଳାଚଳ ବନ୍ଦ ରଖିବା ସହ, ଦୋକାନ ବଜାର ବନ୍ଦ କରାଯିବ ।

Related posts

ଫ୍ରି ଫାୟାର ହେଲା କାଳ

mahabharatanews

ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ  ନିରକାରଣ ଦିବସ ପାଳନ 

mahabharatanews

ବଡଦିନ ପରଠାରୁ ରାଜ୍ୟରେ ଆହୁରି ବଢିବ ଶୀତ

mahabharatanews