ଓଡିଶା

ଆସନ୍ତାକାଲି ହେବ କୋଟିଆ ପ୍ରସଙ୍ଗରେ ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗକୁ ନେଇ ଓଡିଶାର ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟ ପ୍ରଧାନବିଚାର ପତି ଜଷ୍ଟିସ ବୋବଡେ ଓଡିଶାର ଆବେଦନକୁ ଗ୍ରହଣ କରି ଆସନ୍ତା କାଲି ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାର ଏହି ପ୍ରସଙ୍ଗରେ ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିଲେ । ଆନ୍ଧ୍ର ସରକାର କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ସେଠାରେ ନିର୍ବାଚନ କରୁଥିବା ଆବେଦନରେ ଓଡିଶା ପକ୍ଷରୁ ଦର୍ଶାଯାଇଥିଲା ।

Related posts

ବ୍ୟାଟେରୀ ଫାଟି ୩ ନାବାଳକ ଗୁରତର

mahabharatanews

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

mahabharatanews

ବିକାଶର ଧାରା ଓଡ଼ିଶା ସାରା : ଗଜପତିରେ ବିକାଶମୂଳକ ଯୋଜନା ଉପରେ ଆଲୋଚନା

mahabharatanews