ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ମନିତ୍‌ ଜୌରା

(ମୁମ୍ବାଇ)  : ବିବାହ ବନ୍ଧନରେ ବାନ୍ଧି ହେଲେ ଆପଣଙ୍କର ଅର୍ଥାତ ଅଭିନେତା ମନିତ୍‌ ଜୌରା। ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମନିତ୍‌ ତାଙ୍କ ଗ୍ରୀକ୍ ସାଥୀ ଆଣ୍ଡ୍ରେୟା ପାନାଗିଓଟୋପୋଲୁଙ୍କୁ ଜୁଲାଇ ୯  ତାରିଖରେ ଗୋପନରେ ବିବାହ କରିଥିବା ସୂଚନା ରହିଛି।

ସୂଚନାନୁଯାୟୀ , ସେ ଉଦୟପୁରର ଏକ ହେରିଟେଜ୍ ରିସର୍ଟରେ ବିବାହ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ମନିତ୍‌ ଗଣମାଧ୍ୟମ‌ରେ ନିଜ ବିବାହ ସଂପର୍କରେ କହିଛନ୍ତି ଯେ ‘ମୁଁ ମୋ ପ୍ରେମିକାଙ୍କୁ ବିବାହ କରିବି ବୋଲି ପୂର୍ବରୁ ହିଁ ନିଷ୍ପତ୍ତି କରିଥିଲି । ମୋ ବାହାଘର ଦିନ ପ୍ରବଳ ବର୍ଷା ହୋଇଥିଲା। କିନ୍ତୁ କାମ ବେଳକୁ ବର୍ଷା ଥମିଯିବାରୁ ବିବାହ ସୁରୁଖୁରୁରେ ହୋଇଗଲା।’

 

Related posts

ବିଜୟଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ

mahabharatanews

ଆସନ୍ତାକାଲି ପରଦାକୁ ଆସିବ ‘ଦ କେରଳ ଷ୍ଟୋରି’

mahabharatanews

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଆମୀରଙ୍କ ଭଣଜା

mahabharatanews