ଓଡିଶା

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ତାରର ଲେଜର ସ୍କାନିଂ

(ପୁରୀ) : ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ତାରର ଲେଜର ସ୍କାନିଂ । ମନ୍ଦିର ପ୍ରଶାସନ ଏନେଇ ଅନୁମତି ପ୍ରଦାନ କରିସାରିଛି । ଏଏସଆଇ ପ୍ରଥେନ ଲେଜର ସ୍କାନିଂ ଜରିଆରେ ରତ୍ୱଭଣ୍ତାର ବାହର ପଟ କାନ୍ଥ ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି ତାହା ଚିହ୍ନଟ କରିବ । ତେବେ ଆବଶ୍ୟକ ପଡ଼ିଲେ ରତ୍ୱଭଣ୍ତାର ଓ ଅନ୍ୟ ପାଶ୍ୱଦେବାଦେବୀଙ୍କ ନନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବା ନେଇ ସୂଚନା ମିଳିଛି । ସେହିପରି ଆବଶ୍ୟକ ପଡିଲେ ରତ୍ନଭଣ୍ତାର ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରରେ ମଧ୍ୟ ଲେଜକ ସ୍କାନିଂ କରାଯିବ । ତେବେ ଲେଜର ସ୍କାନିଂ ପାଇଁ ଏଏସଆଇକୁ ଯେଉଁ ସବୁ ସହଯୋଗ ଆବଶ୍ୟକ ପଡିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Related posts

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା

mahabharatanews

 ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷା, ଗାଁ ମୁହାଁ ରାଜଧାନୀବାସୀ 

mahabharatanews

ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ

mahabharatanews