ଓଡିଶା

ଆଜି ଓଜେଇଇ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଆଜି ଓଜେଇଇ ଆବେଦନର ଶେଷ ତାରିଖ । ଆଜି ରାତି ୧୨ଟା ପୂର୍ବରୁ ଅନଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ଓଜେଇଇ ପାଇଁ ଅନଲାଇନ ଆବେଦନ କରିଥିବେ ସେମାନେ ଆସନ୍ତକାଲି ଦିନ ୧୧ଟା ସୁଦ୍ଧା ଅନଲାଇନ ଫି ଜମା କରିବେ। ଏଥିପାଇଁ ଛାତ୍ରାଛାତ୍ରୀମାନେ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ / ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବହରର.ମକ୍ଟଜ୍ଞ ରେ ଆବେଦନ କରିପାରିବେ। ଆସନ୍ତା ଅକ୍ଟୋବର ୧୨ରୁ ୧୯ ପର୍ୟ୍ୟନ୍ତ ଓଜେଇଇ ଅନଲଲାଇନ୍‌ ପରୀକ୍ଷା ହେବ । ଏଥି ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରେ ୩ଟି କେନ୍ଦ୍ର ହେଉଛି ରାଞ୍ଚି, କୋଲକାତା ଓ ପାଟନା ।

Related posts

କିଶୋରନଗର ବଇଣ୍ଡା କଲ୍ୟାଣମଣ୍ଡପ ଠାରେ ବରିଷ୍ଠ ନାଗରିକ ମଞ୍ଚର ବୈଠକ

mahabharatanews

ହୀରାକୁଦରୁ ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ହେଉଛି ନିଷ୍କାସିତ

mahabharatanews

ସାମ୍ବାଦିକ ସଙ୍ଘ ବୈଠକ ଅନୁଷ୍ଠିତ

mahabharatanews