ଓଡିଶା

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

(ଭୁବନେଶ୍ୱର) :  ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଲୋକସଭାରୁ ଲଢ଼ିବା ନେଇ ଇଚ୍ଛା କରିଥିବା PTIର ସୂଚନା । ଓଡ଼ିଶାରୁ ଲୋକସଭା ଲଢ଼ିବାକୁ ଧର୍ମେନ୍ଦ୍ର ଇଚ୍ଛା କରିଥିବା ସୂଚନା ଏନେଇ ସୁଯୋଗ ଦେବାକୁ ସେ ଦଳକୁ ଜଣାଇଥିବା ସୂଚନା ।

ସୂଚନାନୁଯାୟୀ, ସେ କହିଛନ୍ତି, “ମୁଁ ୨୦୨୪ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି । ମୁଁ ଦଳକୁ ମୋର ଇଚ୍ଛା ଜଣାଇ ସାରିଛି ଏବଂ ଏକ ସୁଯୋଗ ପାଇଁ ନିବେଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶ ସେବା ଜାରି ରଖିବା ପାଇଁ ବିଜେପି ଉତ୍ସର୍ଗୀକୃତ ହୋଇଛି ।

 

 

Related posts

ରଥଯାତ୍ରା ପ୍ରସ୍ତୁତି: ସରିଲା ୩ରଥର ଚକ ନିର୍ମାଣ କାର୍ଯ୍ୟ 

mahabharatanews

ପୁରୀର ଏବିଭିପି ଶାଖା ପକ୍ଷରୁ ପ୍ରତିବାଦ ରାଲି

mahabharatanews

ଆଜିଠୁ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews