ଓଡିଶା

ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍

ପାଟଣା: ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଘରୁ ଲୁଟ୍ । ଗ୍ରୀଲ୍ ତାଡ଼ି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏ ଭଳି ଘଟଣା ଘଟିଛି ଅରିନ୍ଦମଙ୍କ ପୈତୃକ ଘର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ଥାନା ରାଇକଳା ଗାଁରେ ।

ସୂଚନା ଅନୁସାରେ, ଅରିନ୍ଦମଙ୍କ କକା ଓ ଖୁଡ଼ି ଶୋଇଥିବା ବେଳେ ଘର ଝରକାର ଗ୍ରୀଲ ତାଡ଼ି ଦୁର୍ବୃତ୍ତମାନେ ଆଲମୀରା ରୁ ସୁନା ଗହଣା ଲୁଟ୍ କରିଛିନ୍ତି । ଘଟଣା ନେଇ ଅରିନ୍ଦମଙ୍କ  କାକା ଧରଣୀ ଧର ଦାସ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Related posts

ବିପଦରେ ପରିବାର; ଛାତରୁ ଗଳୁଛି କଂକ୍ରିଟ

mahabharatanews

ରାତି ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କ କ୍ୟାମେରାରେ କଏଦ ହେଲା ରାତିରେ ବୁଲୁଥିବା ହାତୀ ଶାବକ

mahabharatanews

ପୁରୀରେ ପହଞ୍ଚିଲେ ୫-ଟି ସଚିବ

mahabharatanews