ଭାରତ

ମରାଠା ସଂରକ୍ଷଣ ମାମଲା; ଇଣ୍ଟରନେଟ୍ ସେବା ମଧ୍ୟ ଠପ୍

(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ମଙ୍ଗଳବାର ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନକୁ ଏବେ ହିଂସାର ରୁପ ନେବାରେ ଲାଗିଛି । ମଙ୍ଗଳବାର ଦିନ ପୁଣେ ସହରର ମହାରାଷ୍ଟ୍ରର ମୁମ୍ବାଇ-ବେଙ୍ଗାଲୁରୁ ରାଜପଥକୁ ବିରୋଧକାରୀମାନେ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସିନ୍ଦେ କ୍ୟାମ୍ପର ଆଉ ଜଣେ ସାଂସଦ ଇସ୍ତଫା ଦେଇଛନ୍ତି। ଏଥିସହ ଇଣ୍ଟରନେଟ୍ ସେବା ମଧ୍ୟ ଠପ୍ ହୋଇଯାଇଛି ।

ସୂଚନାନୁଯାୟୀ , ମରାଠା ସମ୍ପ୍ରଦାୟର ଲୋକମାନେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଚାକିରି ତଥା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗ ଅଧୀନରେ ଶିକ୍ଷା ସଂରକ୍ଷଣ ପାଇଁ ଦାବି କରିଆସୁଥିଲେ।  ଗତକାଲି ଆନ୍ଦୋଳନକାରୀ ଏନସିପି ବିଧାୟକ ପ୍ରକାଶ ସୋଲଙ୍କିଙ୍କ ଘର ଜାଳିଦେଇଥିଲେ । ମହାରାଷ୍ଟ୍ରରେ ଚାଲିଥିବା ମରାଠା ସଂରକ୍ଷଣ ବିରୋଧ ଯୋଗୁଁ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବର୍ତ୍ତମାନ ବେଙ୍ଗାଲୁରୁରୁ ଶିରିଡି, ମୁମ୍ବାଇ ଏବଂ ପୁଣେକୁ ବସ୍ ବାତିଲ କରି

Related posts

ସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ

mahabharatanews

ସର୍ମ୍ପକୀୟଙ୍କ ଘରେ ଇଡିର ରେଡ, ମିଳିଲା କୋଟି କୋଟି ଟଙ୍କା ଓ ସୁନା ବିସ୍କୁଟ

mahabharatanews

 ବାରାଣାସୀରେ’ଭାରତ ଯୋଡୋ ନ୍ୟାୟ ଯାତ୍ରା’

mahabharatanews