ମନୋରଞ୍ଜନ

   ପୋଷାକକୁ ନେଇ ଟ୍ରୋଲ ହେଲେ ମଲାଇକା ଆରୋରା

(ମୁମ୍ବାଇ) :  ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଫେସନ ସେନ୍ସକୁ ନେଇ ଚର୍ଚାରେ । ତେବେ ସେ ଏବେ ପୋଷାକକୁ ନେଇ ଟ୍ରୋଲ ହୋଇଛନ୍ତି । ସେ ପିନ୍ଧିଥିବା ଏକ ପୋଷାକରେ   ନିଜ ପେଟରେ ଥିବା ଷ୍ଟ୍ରେଚ୍ ମାର୍କ ପାଇଁ ଟ୍ରୋଲ ହୋଇଛନ୍ତି। ଏକ ଇଭେଣ୍ଟରେ ମଲାଇକା ଯେଉଁ ପୋଷାକ ପିନ୍ଧିଥିଲେ ସେଥିରେ ତାଙ୍କ ପେଟ ନଜର ଆସିବା ସହ ଏଥିରେ ଥିବା ଷ୍ଟ୍ରେଚ୍ ମାର୍କ ଦେଖାଯାଇଥିଲା।

ଏହି ଫଟୋ ଭାଇରାଲ ହେବା ପରେ ଏବେ ସେ ସୋସିଆଲ ମିଡିଆରେ  ଟ୍ରୋଲ ହୋଇଛନ୍ତି । ଏହା ପୂର୍ବରୁ ତାଙ୍କ ଚାଲିକୁ ନେଇ ସେ ଟ୍ରୋଲ ହୋଇସାରିଛନ୍ତି। ତାଙ୍କ ଚାଲିକୁ ଲୋକେ ବତକ ସହ ତୁଳନା କରିଥିବା ବେଳେ ମଲାଇବା ଏହାକୁ ହସି ହସି ଗ୍ରହଣ କରିଥିବା ଦେଖାଯାଇଛି।

Related posts

ଚର୍ଚାରେ ଗ୍ଲୋବାଲ୍‌ ଆଇକନ୍‌ ରିହାନ୍ନାଙ୍କ ନୃତ୍ୟ 

mahabharatanews

କର୍କଟର ୪ର୍ଥ ଷ୍ଟେଜରେ ଜି‌ତେନ୍ଦ୍ର ଓ ସଚିନଙ୍କୁ ଭେଟିବାକୁ ଇଚ୍ଛା 

mahabharatanews

ଟ୍ରଲି ବ୍ୟାଗ୍‌ ଉପରେ ବସି ବିମାନବନ୍ଦର ବୁଲିଲେ ଶିଳ୍ପା

mahabharatanews