ମନୋରଞ୍ଜନ

   ପୋଷାକକୁ ନେଇ ଟ୍ରୋଲ ହେଲେ ମଲାଇକା ଆରୋରା

(ମୁମ୍ବାଇ) :  ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଫେସନ ସେନ୍ସକୁ ନେଇ ଚର୍ଚାରେ । ତେବେ ସେ ଏବେ ପୋଷାକକୁ ନେଇ ଟ୍ରୋଲ ହୋଇଛନ୍ତି । ସେ ପିନ୍ଧିଥିବା ଏକ ପୋଷାକରେ   ନିଜ ପେଟରେ ଥିବା ଷ୍ଟ୍ରେଚ୍ ମାର୍କ ପାଇଁ ଟ୍ରୋଲ ହୋଇଛନ୍ତି। ଏକ ଇଭେଣ୍ଟରେ ମଲାଇକା ଯେଉଁ ପୋଷାକ ପିନ୍ଧିଥିଲେ ସେଥିରେ ତାଙ୍କ ପେଟ ନଜର ଆସିବା ସହ ଏଥିରେ ଥିବା ଷ୍ଟ୍ରେଚ୍ ମାର୍କ ଦେଖାଯାଇଥିଲା।

ଏହି ଫଟୋ ଭାଇରାଲ ହେବା ପରେ ଏବେ ସେ ସୋସିଆଲ ମିଡିଆରେ  ଟ୍ରୋଲ ହୋଇଛନ୍ତି । ଏହା ପୂର୍ବରୁ ତାଙ୍କ ଚାଲିକୁ ନେଇ ସେ ଟ୍ରୋଲ ହୋଇସାରିଛନ୍ତି। ତାଙ୍କ ଚାଲିକୁ ଲୋକେ ବତକ ସହ ତୁଳନା କରିଥିବା ବେଳେ ମଲାଇବା ଏହାକୁ ହସି ହସି ଗ୍ରହଣ କରିଥିବା ଦେଖାଯାଇଛି।

Related posts

ଧମାଲ ମଚାଉଛି  ଫିଲ୍ମ ‘Yodha’

mahabharatanews

ଏକାଠି ଲେଖାଯାଇଛି ଗାୟତ୍ରୀ ମନ୍ତ୍ର ଓ କଲମା…

mahabharatanews

‘ରଣବୀର କେତେ ବଡ଼ ଷ୍ଟାର ହେଲେ ମଧ୍ୟ ଶକ୍ତିମାନ ହୋଇପାରିବେ ନାହିଁ’ : ମୁକେଶ

mahabharatanews