ମନୋରଞ୍ଜନ

ଅଟୋରେ ମୁହଁ ଲୁଚାଇ ଯାତ୍ରା କଲେ ମଲାଇକା  

(ମୁମ୍ବାଇ) : ରିଆଲିଟି ସୋ “ଝଲକ୍ ଦିଖ୍‌ଲା ଯା”ରେ ଏବେ ବିଚାରପତି ଭୂମିକା ତୁଲାଉଥିବା ଅଭିନେତ୍ରୀ ମଲାଇକା ଆରୋଡ଼ାଙ୍କ ଅଟୋ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ମଲାଇକା ମୁହଁରେ ହାତ ରଖି କ୍ୟାମେରାମ୍ୟାନମାନଙ୍କ ବିପରୀତ ଦିଗକୁ ବୁଲି ବସିଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସୂଚନାନୁଯାୟୀ ,  ତେବେ ସବୁବେଳେ ଲାଇଟ ଲାଇମ ରହିବାକୁ ପସନ୍ଦ କରୁଥିବା ମାଲିକଙ୍କ ଭଳି କାମ ସମସ୍ତଙ୍କୁ ଚକିତ କରିଦେଇଛି । ସବୁଠାରୁ ମହଙ୍ଗା ବିଚାରପତିଙ୍କର ଏପରି ଅଟୋରେ ଯାତ୍ରା ଅନେକଙ୍କୁ ଚକିତ କରିଛି। ତେବେ ମଲାଇକାଙ୍କର ଏହା ପ୍ରଥମ ଅଟୋ ଯାତ୍ରା ନୁହେଁ। ପୂର୍ବରୁ ବି ଅନେକ ଥର ମୁମ୍ବାଇର ଭିଡ଼ରୁ ବଞ୍ଚିବା ପାଇଁ ସେ ନିଜର ବିଳାସମୟ ଗାଡ଼ି ଛାଡ଼ି ଅଟୋରେ ଯାତ୍ରା କରିଛନ୍ତି।

Related posts

ଆଉ ନାହାନ୍ତି ନିର୍ଦ୍ଦେଶକ ସଞ୍ଜୟ ଗଢ଼ବି

mahabharatanews

୨୦୦କୋଟି ଅତିକ୍ରମ କଲା ଫିଲ୍ମ ‘ଦି କେରଳ ଷ୍ଟୋରୀ’ 

mahabharatanews

ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଅରିଜିତ ସିଂହ!

mahabharatanews