(କୋଲକତା) : ବିଗ୍ ବି’ଙ୍କୁ ରାକ୍ଷୀ ବାନ୍ଧି ଚର୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଚ୍ଚନ ପରିବାର ସହ ନେଲେ ସେଲଫି ପୋଷ୍ଟ ହେବା ପରେ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଦିଦିଙ୍କ ସହ ବଚ୍ଚନ ପରିବାରର ଫଟୋ ।
ସୂଚନାନୁଯାୟୀ , ବିଗ୍ ବି ମଧ୍ୟ ସହ ପରିବାର ସହ ନଜର ଆସିଥିଲେ । ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ଆରାଧ୍ୟା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ବଚ୍ଚନ ପରିବାରର ନିମନ୍ତ୍ରଣ ପରେ ଦିଦି ନିଜ ବିଗ୍ ବିଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଁଞ୍ଚିଥିଲେ ।
