ଭାରତ

ବିଗ୍ ବି’ଙ୍କୁ ରାକ୍ଷୀ ବାନ୍ଧି ଚର୍ଚାରେ ଦିଦି

(କୋଲକତା) :  ବିଗ୍ ବି’ଙ୍କୁ ରାକ୍ଷୀ ବାନ୍ଧି ଚର୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଚ୍ଚନ ପରିବାର ସହ ନେଲେ ସେଲଫି ପୋଷ୍ଟ ହେବା ପରେ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଦିଦିଙ୍କ ସହ ବଚ୍ଚନ ପରିବାରର ଫଟୋ ।

ସୂଚନାନୁଯାୟୀ , ବିଗ୍ ବି ମଧ୍ୟ ସହ ପରିବାର ସହ ନଜର ଆସିଥିଲେ । ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ଆରାଧ୍ୟା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ବଚ୍ଚନ ପରିବାରର ନିମନ୍ତ୍ରଣ ପରେ ଦିଦି ନିଜ ବିଗ୍ ବିଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଁଞ୍ଚିଥିଲେ ।

Related posts

ହିମାଚଳରେ ପ୍ରବଳ ବର୍ଷା : ଜାରି ହେଲା ହେଲ୍ପ ଲାଇନ ନମ୍ବର  

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ 

mahabharatanews

ଆଦିତ୍ୟ-ଏଲ୍ ୧; ତିରୁମାଲା ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ଟିମ

mahabharatanews