bharat

ଆପ୍ ନେତା ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍

ନୂଆଦିଲ୍ଲୀ:  ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇଛନ୍ତି। ମନୀଷ ସିସୋଦିଆ ୧୭ ମାସ ପାଇଁ ତିହାର ଜେଲରେ ରହିଥିଲେ। ଶୁଣାଣି ତିନି ଦିନ ତଳେ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ।

ତେବେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ତିନୋଟି ସର୍ତ୍ତରେ ଜାମିନ ଦେଇଛନ୍ତି। ପ୍ରଥମ ତାଙ୍କୁ ୧୦ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବାକୁ ହେବ। ଏହାବ୍ୟତୀତ ତାଙ୍କୁ ଦୁଇଜଣ ଜାମିନଦାର ଉପସ୍ଥିତ କରିବାକୁ ହେବ। ସେହିପରି ତୃତୀୟ ସର୍ତ୍ତ ହେଉଛି କି ସେ ତାଙ୍କର ପାସପୋର୍ଟକୁ କୋର୍ଟଙ୍କ ପାଖରେ ଦାଖଲ କରିବେ।

Related posts

ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ

mahabharatanews

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର : ଟଳିଲା ଆତଙ୍କୀ, ଜଣେ ଯବାନ ଆହତ

mahabharatanews

Union Budget 2024 : ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ସରକାର

mahabharatanews