ବିଶ୍ୱଭାରତ

ଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଋଷକୁ ନେଇ ମେଟା ଭର୍ସରଙ୍କ ନିଷ୍ପତ୍ତି । ଋଷିଆ ସରକାରୀ ମିଡିଆ ବ୍ୟାନ ହେବ ୟୁରୋପୀୟ ସଂଘରେ । ଏହାର ଅର୍ଥ ଫେସବୁକରେ ଋଷିଆ ସରକାରୀ ମିଡିଆ ଆରଟି ଏବଂ ସ୍ପୁଟନିକର କୌଣସି ତଥ୍ୟ ପ୍ରସାରଣ ହେବନାହିଁ ।
ଏହାକୁ ଟ୍ୱିଟ କରି ସୂଚନା ଦେଇଛି, ମେଟାଭର୍ସର ଗ୍ଲୋବାଲ ଆଫେୟାର ମୁଖ୍ୟ ନିକ କ୍ଲେଗ୍ । ଏହି ମେଟା ଭର୍ସକୁ ବନ୍ଦ କରିବାକୁ ବାରମ୍ବାର ୟୁରୋପୀୟ ଦେଶଗୁଡିକ ଦାବି କରିଅସୁଥିଲେ । ଏପରିକି ମେଟାର ସମସ୍ତ ପ୍ଲାଟଫର୍ମକୁ ମଧ୍ୟ ବ୍ୟାନ କରାଯିବ । ଏହାପରେ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର କମ୍ପାନି ତାର ନିଷ୍ପତ୍ତି ବାବଦରେ ସୂଚନା ଦେଇଛି ।

Related posts

 ଇସ୍ରୋର ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ଆକ୍ରାନ୍ତ

mahabharatanews

ରାମଲାଲାଙ୍କ ଆରତୀ ପରିବେଷଣ କଲେ ରାଷ୍ଟ୍ରପତି

mahabharatanews

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

mahabharatanews