ଓଡିଶା

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଆଜି ୭୭ତମ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଭବାନୀ ପାଟଣା ଆସିଥିଲେ । ତାପରେ କଳାହାଣ୍ଡିର ମୁଖ୍ୟ ଦ୍ୱାର କେସିଙ୍ଗାରେ ଗୋଟେ ଷ୍ଟାଡିଅମ ଉଦ୍ଘାଟନ ପାଇଁ ଆସଥିଲେ । ଏଥିରେ ସାମ୍ବାଦିକମାନେ ଗତ କିଛି ଦିନ ତଳେ କନ୍ଧମାଲ ହାତୀ ମୃତୁ ଘଟଣା ବିଷୟରେ ପଚାରି ଥିଲେ । ଯାହା ଏ ପର୍ୟ୍ୟନ୍ତ କିଛି ଜଣା ପଡ଼ିନାହିଁ ।

ହାତୀର ମୁଣ୍ଡ କନ୍ଧମାଲରେ ଥିଲାବେଳେ ତାର ଦେହ କଳାହାଣ୍ଡି କେସିଙ୍ଗା ପାଖରେ ତହଂସୀର ଗ୍ରାମର ଯୋଜନା ପ୍ରକଳ୍ପ ପାଖରେ ମିଳିଥିଲା । ଯାହାର ମୁଖ୍ୟ ଅଭିଯୁକ୍ତ ବିନୟ ବିଶି ବୋଲି କହୁଛନ୍ତି ସେ ଏବେ ପର୍ୟ୍ୟନ୍ତ ଫେରାର ଅଛନ୍ତି । ପ୍ରଶ୍ନ କରିବାରୁ ତଦନ୍ତ ଚାଲିଛି ଓ ଦୋଷୀକୁ ଅତିଶୀଘ୍ର ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ ।

Related posts

୪ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

mahabharatanews

ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews

ଫୋନରେ କଥା ହେଉଥିଲେ ! ଖସିପଡିଲେ ଟାଙ୍କିରେ

mahabharatanews