ଭାରତ

ସରକାରୀ କର୍ମଚାରୀଙ୍କୁ ଦିୱାଲୀ ବୋନସ 

(ଦିଲ୍ଲୀ) : ଦୀପାବଳୀରେ ସରକାରୀ କର୍ମଚାରୀଙ୍କୁ ବୋନସ । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି। ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।

ସୂଚନାନୁଯାୟୀ , ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବୋନସ୍ ଦେବା ନେଇ କେନ୍ଦ୍ର ମନ୍ତ୍ରଣାଶ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି ସେମାନଙ୍କୁ ମଧ୍ୟ ବୋସ୍ ମିଳିବ ।

Related posts

ୟୁକ୍ରେନରୁ ଫେରିଲେ ଆଉ ଭାରତୀୟ ୪୮ ଛାତ୍ରଛାତ୍ରୀ

mahabharatanews

ଆସନ୍ତାକାଲି ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ 

mahabharatanews

ବଜେଟରେ ମହିଳାଙ୍କୁ ବଡ଼ ଉପହାର, କର୍ମଜୀବୀଙ୍କ ପାଇଁ ହଷ୍ଟେଲ ସୁବିଧା

mahabharatanews