ଭାରତ

ସରକାରୀ କର୍ମଚାରୀଙ୍କୁ ଦିୱାଲୀ ବୋନସ 

(ଦିଲ୍ଲୀ) : ଦୀପାବଳୀରେ ସରକାରୀ କର୍ମଚାରୀଙ୍କୁ ବୋନସ । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି। ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।

ସୂଚନାନୁଯାୟୀ , ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବୋନସ୍ ଦେବା ନେଇ କେନ୍ଦ୍ର ମନ୍ତ୍ରଣାଶ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି ସେମାନଙ୍କୁ ମଧ୍ୟ ବୋସ୍ ମିଳିବ ।

Related posts

ଉତ୍ତରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ,୩ଜୀବନ୍ତ ଦଗ୍ଧ

mahabharatanews

ରାମ ମନ୍ଦିରର ବିଷୟବସ୍ତୁ ଉପରେ ରଙ୍ଗୀନ ରୂପା ମୁଦ୍ରା 

mahabharatanews

ମଣିପୁର ହିଂସା : ଏସବୁ ବନ୍ଦ କର ନଚେତ୍‌ ପରିଣାମ ଭୟାନକ ହେବ

mahabharatanews