ଭାରତ

ପଞ୍ଚଭୂତରେ ଲୀନ ହେଲେ ଅନସାରୀ, ୧୪୪ ଧାରା ଲାଗୁ

(ଦିଲ୍ଲୀ) : ପଞ୍ଚଭୂତରେ ଲୀନ ହେଲେ ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ୬୦ ବର୍ଷୀୟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀ । ତାଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରରେ ଅନ୍ତିମ ସଂସ୍କାର ହୋଇଯାଇଛି।

ସୂଚନାନୁଯାୟୀ , ମୁଖତାରଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ସାଂପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି। ମୁଖତାରଙ୍କ ପ୍ରଭାବ ରହିଥିବା ମଉ ଏବଂ ଗାଜିପୁରରେ ଧାରା ୧୪୪ ଜାରି ହୋଇଛି।

Related posts

ମଣିପୁର ହିଂସାକାଣ୍ଡ : ମୃତ୍ୟୁ ସଂଖ୍ୟା ୫୪ ପାର 

mahabharatanews

୧୪ରେ  ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ ମୋଦି 

mahabharatanews

ଆସନ୍ତା ୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର

mahabharatanews