Uncategorized

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

ବିଜ୍ଞାନ ମହାବିଦ୍ୟାଳୟ (ସ୍ୱୟଂଶାସିତ), ହିଞ୍ଜିଳିକାଟୁର ଇତିହାସ ବିଭାଗ ତରଫରୁ ଆୟୋଜିତ ଜାତୀୟ ଆଲୋଚନାଚକ୍ର “ ଓଡ଼ିଆ ସାହିତ୍ୟର ବିକାଶ ଓ ଓଡ଼ିଆ ପରିଚୟ ପ୍ରତି ଦକ୍ଷିଣ ଓଡ଼ିଶାର ରାଜବଂଶମାନଙ୍କର ଅବଦାନ” ଶୀର୍ଷକ ଉପରେ ଗତ ୨୧ ଫେବ୍ରୁଆରୀ ୨୦୨୬ରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି ଆଲୋଚନାଚକ୍ର ଆଇକ୍ୟୁଏସସି (IQAC) ସହଯୋଗରେ ମହାବିଦ୍ୟାଳୟର ସୁଜ୍ଞାନ କୁମାରୀ ଦେଓ ମେମୋରିଆଲ୍ ହଲରେ ଅନୁଷ୍ଠିତ ହୋଇଥିଲା। ଛାତ୍ରୀ ଅଦୀତୀ ପଟ୍ଟନାୟକ , ସୋଫିଆ ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟର ତାଳେତାଳେ ଆରମ୍ଭ ହୋଇଛି।

Related posts

ଦିଲ୍ଲୀ ହିଂସାର ସପ୍ତାହ ପରେ ସ୍ଥିତି ସ୍ୱାଭାବିକ ହେଉଛି

mahabharatanews

କଖାରୁ ହାଲୁଆ

mahabharatanews

କରୋନା ଭାଇରସ ଲାବରୁ ସୃଷ୍ଟି ହୋଇନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

mahabharatanews