ଓଡିଶା

ପରଲୋକରେ ବିଜୁବାବୁଙ୍କ ଝିଅ ଗୀତା ମେହେଟ୍ଟା

(ଭୁବନେଶ୍ୱର) : ପରଲୋକରେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ବିଶିଷ୍ଟ ଲେଖକ ଗୀତା ମେହେଟ୍ଟା । ଦିଲ୍ଲୀ ବାସଭବନଠାରେ ୮୦ ବର୍ଷ ବୟସରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ସକାଳ 8ଟାରେ ଦିଲ୍ଲୀ ବାହାରିବେ ବୋଲି ସୂଚନା ମିଳିଛି ।

Related posts

 ଥମୁନି NAC ଦାବି

mahabharatanews

ପବିତ୍ର ଅକ୍ଷୟ ତୃତୀୟା ସହ ଆରମ୍ଭ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା

mahabharatanews

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

mahabharatanews