ଓଡିଶା

ପରଲୋକରେ ବିଜୁବାବୁଙ୍କ ଝିଅ ଗୀତା ମେହେଟ୍ଟା

ସୂଚନାନୁଯାୟୀ , ସେ ଆମେରିକାର ଜଣାଶୁଣା ପ୍ରକାଶକ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ।୧୯୪୩ ମସିହାରେ ଜନ୍ମଗ୍ରହଣ କରି ସେ ଭାରତ ଏବଂ କେମ୍ବ୍ରିଜ ୟୁକେ ୟୁନିଭରସିଟିରେ ଶିକ୍ଷା ଲାଭ କରିଥିଲେ। ସେ ପ୍ରସିଦ୍ଧ ତିନୋଟି ପୁସ୍ତକ ଲେଖିଥିଲେ।

 

Related posts

ପାଟଣା ଟିକିରା ବିଦ୍ୟୁତକରଣ ତଦାରକ କଲେ ପାଟଣା ବିଧାୟକ

mahabharatanews

ଭିତରକନିକାରେ ୨୧୮ ନୁଆଁ ଚଢେଇ

mahabharatanews

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

mahabharatanews