ଓଡିଶା

ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ

(ଭୁବନେଶ୍ୱର) :  ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ତେବେ ଏହି ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ ,  ଫେବୃାଆରୀ ୫ରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହା ପରେ ୮ତାରିଖରେ ବଜେଟ ଉପସ୍ଥାପନ ହେବ ।  ଗୃହ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ ।

Related posts

ପଞ୍ଚାୟତସ୍ତରୀୟ ବିଜେପିର ନୂତନ କମିଟି ଗଠିତ

mahabharatanews

ବାଇକ୍ ଉପରେ ମାଡିଗଲା ଟ୍ରକ୍

mahabharatanews

ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନ

mahabharatanews