ଓଡିଶା

ଖୁବଶୀଘ୍ର ନିର୍ମାଣ ହେବ ତାଳଚେର୍-ଅନୁଗୁଳ ରେଳ ଲାଇନ୍ 

(ଭୁବନେଶ୍ୱର) : ରାଜ୍ୟକୁ ମିଳିଲା ଆଉ ଦୁଇଟି ନୂଆ ରେଳ ପ୍ରକଳ୍ପ । ଖୁବଶୀଘ୍ର ନିର୍ମାଣ ହେବ ତାଳଚେର୍-ଅନୁଗୁଳ ରେଳ ଲାଇନ୍ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

 ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନୂଆ ରେଳଲାଇନର ମୋଟ୍ ଦୂରତା ହେଉଛି ୧୬.୫୦ କିଲୋମିଟର ।  ସେହିପରି ବରଗଡ଼-ନୂଆପଡ଼ା ରୋଡ୍ ୧୪୨ କିମିକୁ ସ୍ୱତନ୍ତ୍ର ପ୍ରକଳ୍ପର ମାନ୍ୟତା ମିଳିଛି । ଯାହା ପଦ୍ମପୁର ବାଟ ଦେଇ ଯିବ । ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନୂଆ ରେଳଲାଇନର ମୋଟ୍ ଦୂରତା ହେଉଛି ୧୬.୫୦ କିଲୋମିଟର । ତାଳଚେର୍ ଠାରୁ ଏହା ୱାଇ କନେକ୍ସନ ରହିବା ନେଇ ରହିଛି ସୂଚନା ।

Related posts

ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଘୋଷଣା କଲେ ୨୫ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି

mahabharatanews

ମା’ ମଙ୍ଗଳା ଯୁବକ ସଂଘ ପକ୍ଷରୁ ମାସ୍କ ଓ ସାବୁନ୍ ବଣ୍ଟନ

mahabharatanews

ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଏବଂ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର

mahabharatanews