ଓଡିଶା

ସୁଧୁରିନି ସ୍ଥିତି: ପୁଣି ବାତିଲ ହେଲା ୩୬ ଟ୍ରେନ୍

(ବାଲେଶ୍ଵର) :  ବାଲେଶ୍ୱର ଜିଲ୍ଲା ବାହାନାଗା ବଜାର ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ମନରୁ ଲିଭିନି । ତେବେ ଜୋରସୋରରେ  ଚାଲିଛି ଲାଇନ୍ ମରାମତି କାମ । ଏଥି ଲାଗି ପୂର୍ବ ତଟ ରେଳବାଇ ୩୬ଟି ଟ୍ରେନକୁ ବାତିଲ କରିଥିବା ସୂଚନା ମିଳିଛି  ।  ଜୁନ୍ ୧୦  ଏବଂ ଜୁନ୍ ୧୧ରେ ଚାଲିବାକୁ ସ୍ଥିର ହୋଇଥିବା ଏହି ୩୬ଟି ଟ୍ରେନ କୁ ବାତିଲ କରାଯାଇଛି ।

ସୂଚନାନୁଯାୟୀ , ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଂଚିଛନ୍ତି  । ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି।   ମୃତକଙ୍କ ସଂଖ୍ୟା ଏଯାବତ୍ ୨୮୮ ଟପି ଯାଇଥିବା ଜଣାପଡ଼ିଛି।

Related posts

ପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ

mahabharatanews

ଆଉ ୬ଜିଲ୍ଲାରେ ଲକ୍ଷ୍ମୀ ବସ୍

mahabharatanews

ଓଡିଶାକୁ ବାତ୍ୟା ଆଶଙ୍କା ନାହିଁ: କେନ୍ଦ୍ର ପାଣିପାଗ ବିଭାଗ

mahabharatanews