ଓଡିଶା

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ଫଳ

(କଟକ) : ଚଳିତ ବର୍ଷ ଅଫଲାଇନରେ ହୋଇଥିବା ମାର୍ଟିକ ଫଳ ଆଜି ପ୍ରକାଶ ପାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଏହି ଅଫଲାଇନ ପରୀକ୍ଷା ଦେଇଥିଲେ । ମୋଟ ପାସ୍ ହାର ହେଉଛି ୮୦.୮୩ % । ୧୦୮୬ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୪ଜଣ ମାଲ୍ ପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି । ତେବେ ମୋଟ ୩ହଜାର ୧୦୦ ପାସ୍ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏ-୧ରେ ୪୨,ଏ- ୨ ୨୫୫ଜଣ, ବି-୧ରେ ୩୪୮ ଜଣ, ବି- ୨ରେ ୪୫୮, ସି’ରେ ୫୯୯ ଜଣ, ଡି ଗ୍ରେଡ୍ରେ ୮୪୬ଜଣ, ଇ ଗ୍ରେଡ୍ରେ ୨୬୮୫ ଜଣ ପାସ୍ କରିଛନ୍ତି ତେବେ ୧୪୮ ଜଣ ଫେଲ୍ ହୋଇଛନ୍ତି । ୧୫ ହଜାରରୁ ଅଧିକ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିଲେ ।

Related posts

ଦେଓଗାଁ ଚିନିକଳକୁ ନେଇ ବିଜେପି ତରଫରୁ ବିକ୍ଷୋଭ

mahabharatanews

ଏକ ଘଣ୍ଟା ଧରି ପୋଲିସ ଓ ମାଓବାଦୀ ଭିତରେ ଗୁଳି ବିନିମୟ 

mahabharatanews

ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର

mahabharatanews