ଓଡିଶାଦୁର୍ଘଟଣା

ଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେ

ମଦ୍ୟପ ମିନିଟ୍ରକ ଡ଼୍ରାଇଭରର ସିରିଜ ଦୁର୍ଘଟଣା। ଏକ ଚିପ୍ସ ବୋଝେଇ ମିନି ଟ୍ରକ କଟକ ଜୁଡିସିଆଲ ଏକାଡେମୀ ଛକରେ ପ୍ରଥମେ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଥିଲା ଓ ପରେପରେ ଡଗରପଡା ହନୁମାନ ମନ୍ଦିର ଛକରେ  ଏକ ବାଇକ୍ ରେ ଯାଉଥିବା ମହିଳା ଓ ଜଣେ ବ୍ୟକ୍ତିଙ୍କୁ ସିରିଜ ଦୁର୍ଘଟଣା ଘଟାଇ ଫେରାର ହେଇଯାଉଥିବା ବେଳେ ସ୍ଥାନୀୟ ଲୋକେ ମଦ୍ୟପ ଡ୍ରାଇଭରକୁ କୌଶଳ କ୍ରମେ କାବୁ କରିଥିଲେ। ଅଟୋ ଡ୍ରାଇଭର,ଓ ଜଣେ ଛୋଟ ପିଲା ସମେତ ମୋଟ ୪ ଜଣ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଛନ୍ତି।  ତେବେ ସେପଟେ ମଦ୍ୟପ ଡ୍ରାଇଭର କୁ ପୋଲିସ୍ ଅଟକ ରଖିବା ସହ ମିନିଟ୍ରକ କୁ ଜବତ୍ କରିଛି ।

Related posts

୧୮ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

କୁନୋ ଜାତୀୟରେ ୫ନୂଆ ଅତିଥି

mahabharatanews

mahabharatanews