ଓଡିଶା

ଓଲଟିଲା ପିକଅପ ଭ୍ୟାନ; ୩ ଗୁରୁତର

କୋରାପୁଟ: କୋରାପୁଟ ଦଶମନ୍ତପୁର ବ୍ଲକର ଲୁଲ୍ଳା ନିକଟରେ ଘଟିଯାଇଛି ଏକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ମ୍ୟାକ୍ସ ପିକଅପ ଭ୍ୟାନ ଓଲଟି ପଡିଥିବା ଦେଖାଯାଇଛି । ଯାତ୍ରୀଙ୍କୁ ନେଇ ଲୁଲ୍ଲାରୁ କୋରାପୁଟ ନେଇ ଯାଉଥିବା ସମୟରେ ଭ୍ୟାନଟି ଓଲଟି ପଡିଛି । ଫଳରେ ୩ ଜଣ ଗୁରୁତର ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଦଶମନ୍ତପୁର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତ ମାନଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରାଯାଇଥିବା ବେଳେ ବାହ।।ରେ ସମ୍ପର୍କୀୟଙ୍କ ଭିଡ ଦେଖାଯାଇଛି ।

Related posts

ନିଜସ୍ୱ ଖର୍ଚ୍ଚରେ ରାସ୍ତା କରି ଉଦାହରଣ ସୃଷ୍ଟି କଲେ ଗ୍ରାମବାସୀ

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୁଇଦିନ ପାଇଁ ରିମାଣ୍ଡରେ ଗଲେ ଉମା ଓ କୁରୁପତି

mahabharatanews

ପୂର୍ତ୍ତ ବିଭାଗ ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଅବମାନନା

mahabharatanews