ଅପରାଧଓଡିଶା

ପୀତବାସ ପଣ୍ଡା ହତ୍ୟା; ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା; ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ । ସାର୍ପ ସୁଟର କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍‌ ଜେରା । ଷଡ଼ଯନ୍ତ୍ରକାରୀ ଉମା ବିଷୋୟୀ ମଧ୍ୟ ଗିରଫ ।

Pitabas Panda Murder: First photo of sharpshooter surfaces, manhunt  intensifies – Dinalipi News | Latest Odisha News, Breaking News Today

ତେବେ ପୀତବାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଆତ୍ମସମର୍ପଣ ପରେ ଉଭୟଙ୍କୁ ଜେରା କରୁଛି ପୋଲିସ। ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

Odisha BJP Leader & Senior Advocate Pitabas Panda Shot Dead In Berhampur;  Bar Council Calls For Statewide Ceasework

ଅକ୍ଟୋବର ୬ ତାରିଖ ରାତି ୧୦ଟା ବେଳେ ଚିଣ୍ଟୁ ଓ କୁରୁପତି ଏକ ବାଇକ୍‌ରେ ପୀତବାସଙ୍କ ଘର ପାଖ ବୈକୁଣ୍ଠନଗର ପ୍ରଥମ ଗଳିରେ ଅପେକ୍ଷା କରିଥିଲେ। ପୀତବାସ ପହଞ୍ଚିବା କ୍ଷଣି କୁରୁପତି ତାଙ୍କୁ ‘ପୀତବାସ ଆଜ୍ଞା କି.. ନମସ୍କାର’ ବୋଲି କହିଥିଲେ। ପ୍ରତି ଉତ୍ତରରେ ପୀତବାସ ‘କିଏ’ ବୋଲି ପଚାରିବାରୁ କୁରୁପତି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ପୀତବାସ ତଳେ ପଡ଼ିଯିବା ପରେ ଉଭୟ ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Related posts

ଆଶା, ଅଙ୍ଗନଓ୍ୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା: ମୃତ୍ୟୁ ହେଲେ ପରିବାରକୁ ମିଳିବ ୬୦ ପର୍ଯ୍ୟନ୍ତ ଭତ୍ତା

mahabharatanews

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ର୍ଦୁବୃତ୍ତ

mahabharatanews

କଣିହାଁରେ ପଞ୍ଚାୟତରାଜ ଦିବସ ପାଳିତ

mahabharatanews