ଭାରତ

ଶପଥ ସମୟରେ ଫିଲିସ୍ତିନ ନାରା ଦେଇ ଫସିଲେ ଅସଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ: ଲୋକସଭାରେ ଶପଥ ନେବା ବେଳେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଜୟ ଫିଲିସ୍ତିନ ସ୍ଲୋଗାନ ଉପରେ ବିବାଦ ସୃଷ୍ଟି ହୋଇଛି । ଓୱେସୀଙ୍କ ସଂସଦର ସଦସ୍ୟତା ରଦ୍ଦ ପାଇଁ ଦାବି ଉଠୁଛି । ବରିଷ୍ଠ ଆଇନଜୀବୀ ହରି ଶଙ୍କର ଜୈନ ଏହା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ଏବଂ ଓୱେସୀଙ୍କ ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିଛନ୍ତି ।

Related posts

ଲିବିୟାରେ ପ୍ରଳୟଙ୍କାରୀ ବନ୍ୟା; ମର ଶରୀର ଫୋପାଡ଼ୁଛି ସମୁଦ୍ର

mahabharatanews

‘ମଣିପୁରର ମଜା ଉଡାଇବା ମୋଦିଙ୍କୁ ଶୋଭା ଦେଉନଥିଲା ‘; ରାହୁଲ ଗାନ୍ଧୀ 

mahabharatanews

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

mahabharatanews